ଧୂଆଁବାଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଭୟ ଦେଖାଇବା ପାଇଁ ଗୁଳି ବା ଛରରା଼ ଦିଆ ନ ଯାଇ ବନ୍ଧୁକ ଫଏର୍ ହେବା — ୧. Blank fire.
୨. (ଲକ୍ଷଣାର୍ଥ) ଭୟ ପ୍ରଦର୍ଶନ ପାଇଁ ମିଥ୍ୟା ଧମକାଣ — ୨. (figuarative) False threats.