ଧନ ନିୟୋଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଧନ ପ୍ରୟୋଗ, ଧନ ବ୍ୟବହାରଅନ୍ୟରୁପ

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ଧନ+ନିୟୋଗ) ସମ୍ପାଦନା

୧. ଳାଭ ନିମନ୍ତେ ବ୍ୟବସାୟ; ଋଣ ଆଦିରେ ଟଙ୍କା ଲଗାଇବା —୧. Investment of money in business; money- lending etc.
୨. ଋଣ ଦେବା —୨. Advancing money on loan.