ଧନ କ୍ଷୟକର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧନକ୍ଷୟକରୀ—ସ୍ତ୍ରୀ) 

(ଧନକ୍ଷୟକାରୀ. ପୁଂ—ଅନ୍ୟରୂପ)

(ଧନକ୍ଷୟକାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଧନକ୍ଷୟ+କୃ ଧାତୁ+କର୍ତ୍ତୃ. ଅ; ଉପପଦ ତତ୍) ସମ୍ପାଦନା

୧. ଅପବ୍ୟୟୀ — ୧. Prodigal.
୨. ଯେଉଁ କାର୍ଯ୍ୟଦ୍ୱାରା ଧନକ୍ଷୟ ହୁଏ —୨. Leading to waste or loss of money.