ଧନ୍ୱ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଧନ୍ୱ୍ ଧାତୁ=ଗମନ କରିବା+କରଣ. ଅ) ସମ୍ପାଦନା

୧. ଧନୁ — ୧. Bow.
୨. (+ଅଧିକରଣେ. ଅ) ମରୁଭୂମି —୨. A desert.
୩. ନିର୍ଜଳ ପ୍ରଦେଶ —୩. A waterless tract.
୪. କାଶୀର ଜଣେ ରାଜା; ଧନ୍ୱନ୍ତରୀଙ୍କ ପିତା — ୪. Name of a king of ancient Kāṡī.