ଧନୁତିରି
ଧନୁତିରି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧନୁନ୍ତରି, ଧନୁନ୍ତିରିଅନ୍ୟରୂପ
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଧନ୍ୱନ୍ତୁରି) ସମ୍ପାଦନା
- ୧. ସ୍ୱର୍ଗ ବୈଦ୍ୟ — ୧. The physician of the Gods.
- ୨. କର୍ତ୍ତୃଣ (ଦେଖ) - ୨. Kattṛuṇa (See)
[ଦ୍ରଷ୍ଟବ୍ୟ —ଏହା ଏକପ୍ରକାର ଘାସ; ଏଥିର ପତ୍ରରେ ଲେମ୍ୱୁର ଗନ୍ଧ ଅଛି ଗୋରୁମାନଙ୍କ ଅଜୀର୍ଣ୍ଣ ହେଲେ ଏହା ଔଷଧରୂପରେ
ବ୍ୟବହୃତ ହୁଏ ଏ ଘାସରୁ ଏକପ୍ରକାର ଲେମ୍ୱୁ ଚୋପାର ଗନ୍ଧଯୁକ୍ତ ତୈଳ ବାହାରେ]