ଧନଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧନଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଧନ+ଦା ଧାତୁ=ଦାନ କରିବା=କର୍ତ୍ତ. ଅ) ସମ୍ପାଦନା

୧. ଧନ ଦାନକାରୀ; ମୁକ୍ତହସ୍ତ; ଦାତା — ୧. Bestowing wealth; munificent; liberal.


୨. ଯଦ୍ଦ୍ୱାରା ଧନ ଲାଭ ହୁଏ —୨. Wealth-giving.

ସଂସ୍କୃତ - ବିଶେଷ୍ୟ - (ଧନ+ଦୈ ଧାତୁ=ପାଳନ କରିବା+କର୍ତ୍ତୃ. ଅ) ସମ୍ପାଦନା

୧. କୁବେର —୧. Kubera.
୨. ହିଞ୍ଜଳ ବୃକ୍ଷ (ଦେଖ) - —୨. Hin̄jala tree (See)