ଧଡ଼ରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଶ୍ଳଥ — ୧. Slaqck; loose.
୨. ସେମଟା —୨. Wrinked.

(ଯଥା—ପାକଳ ହୋଇ ନ ଥିବା ଆମ୍ୱକୁ ଆଣି ଘରେ ପଚାଇଲେ ତାହା ପାଚି ନ ପାରି ଧଡ଼ରା ହୋଇଯାଏ)

୩. ଦୁର୍ବଳ —୩. Very weak; weakned
(ଧଡ଼ରୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

ଶ୍ଳଥଚର୍ମା — With the skin wrinkled.

(ଯଥା—୮ ବରଷର ଧଡ଼ରା ବୁଢ଼ାଠେଇଁ ଫେର୍ ଏତିକି ବେଲି ଅଛି)