ଧଟିକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧଟୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଧଟ+କ+ଆ) ସମ୍ପାଦନା

୧. ପୁରାତନ ବସ୍ତ୍ର — ୧. Old cloth.
୨. ଅଣ୍ଟାରେ ଭିଡି ପିନ୍ଧିବା ଲମ୍ୱ ବସ୍ତ୍ର — ୨. Lion cloth.
୩. ତୀର; ଚୀରା ଲୁଗା —୩. Rags.
୪. କୌପୀନ —୪. A strip of cloth worn over the private parts.
୫. ଲୁଗା ଧଡ଼ି —୫. Hem of cloth; border of a cloth.

ବନ୍ଧଉ ଶାଟୀ ଧଟୀକୁ ସିଂହକୁ ମଧ୍ୟରେ ଭଞ୍ଜ. ବୈଦେହୀଶବିଳାସ

୬. ପସ୍ତରି; ପାଞ୍ଚ ସେର ଓଜନ (ହିନ୍ଦୀ - ଶ.) — A standard weight of ୫ seers.