ଦୁଷ୍ଟାନ୍ନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁଷ୍ଟ+ ଅନ୍ନ) ସମ୍ପାଦନା

୧. ବିଗିଡ଼ିଥିବା ଅନ୍ନ; ସଢ଼ା ବା ବାସୀ ଭାତ, ପର୍ଯ୍ୟୁସିତାନ୍ନ —୧. Stale and spoiled boiled rice.
୨. କୁତ୍ସିତ ଖାଦ୍ୟ —୨. Bad food.
୩. ପାପଦ୍ୱାରା ଅର୍ଜିତ ପ୍ରଦତ୍ତ ଅନ୍ନ — ୩. Food earned by sin.
୪. ନୀଚ ବ୍ୟକ୍ତିର ପ୍ରଦତ୍ତ ଅନ୍ନ — ୪. Food given by a low or mean perosn.