ଦନା ପୁଡ଼ୁଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ପତରପୋଡ଼ା; ଛତୁ, ଛୋଟମାଛ, କଖାରୁଡ଼ଙ୍କ ପ୍ରଭୃତିକୁ ପୋଡ଼ିବା ପାଇଁ ପତରରେ ବନ୍ଧାଯିବା ପୁଡ଼ା —A packet of small fishes, mushroom etc made with leaves and put inside hot embers to be taken as curryy.