ଦଗାବାଜି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦଗାଦାରି—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (ଫା) ସମ୍ପାଦନା

୧. ଶଠତା —୧. Deceit.
୨. ବିଶ୍ୱାସଘାତକତା —୨. Treachery.
୩. ଅନ୍ୟକୁ ଠକାଇବା — ୩. Defrauding another.
୪. ଅନ୍ୟଦ୍ୱାରା ନିଜେ ଠକିହେବା — ୪. Being defrauded by another.