ଦଗଧି ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ପୋଡ଼ିଯିବା —To burnt.

ତପତ ସୁବର୍ଣ୍ଣ ଫୁଟଇ,ତହିଁ ସେ ଦଗଧ ହୁଅଇ ଜଗନ୍ନାଥ. ଭାଗବତ

୨. ଦଗଧି ମରିବା (ଦେଖ) - ୨. Dagadhi maribā (See)