ଦକ୍ଷିଣ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଦକ୍ଷିଣା+ଅର୍ହାର୍ଥେ ଯ) ସମ୍ପାଦନା

ଦକ୍ଷିଣା ପାଇବା ଯୋଗ୍ୟ —Fit to be presented with Dakshiṇā

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଆନୁକୂଲ୍ୟ —୧. Favour
୨. ନୈପୁଣ୍ୟ —୨. Skill
୩. ଔଦାର୍ଯ୍ୟ —୩. Liberality.