ଦକ୍ଷିଣୋତ୍ତରବୃତ୍ତ

ଦକ୍ଷିଣୋତ୍ତରବୃତ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ଭୂଗୋଳ ପରିଭାଷା) ସମ୍ପାଦନା

୧. ଯେଉଁ ବୃତ୍ତ ପୃଥିବୀର ବିଷୁବ ରେଖାକୁ ପାର ହୋଇ ଉତ୍ତରକୁ ଦକ୍ଷିଣକୁ ଯାଇଅଛି — ୧. The meridiam circle; the path of the sun round the globe.
୨. ସୂର୍ଯ୍ୟ ପୃଥିବୀ ଚାରିପାଖେ ବର୍ଷକଯାକ ଯେଉଁ ରେଖାରେ ବୁଲନ୍ତି —୨. The sun's ecliptic.

[ଦ୍ରଷ୍ଟବ୍ୟ —ଏହା ଦକ୍ଷିଣାୟନ (tropic of Capricorn) ଓ ଉତ୍ତରାୟଣ ବୃତ୍ତ (Tropic of Cancer) ମଧ୍ୟରେ ଅବସ୍ଥିତ]