ଦକ୍ଷିଣାଚାରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବାମାଚାରୀ—ବିପରୀତ)

ଦେଶଜ - ବିଶେଷଣ - ସମ୍ପାଦନା

୧. ଯେଉଁ ସାଧକ ଦକ୍ଷିଣାଚାରଦ୍ୱାରା ତାନ୍ତ୍ରିକ ସାଧନା ବା ଶକ୍ତି ଆରାଧନା କରନ୍ତି — ୧. Following or observing the 'Dakshiṇāchāra' rites of the 'Tantras'.
୨. ସଦାଚାରୀ —୨. Observing good usages.