ଦଉଡ଼ ଲଗେଇବା
ଦଉଡ଼ ଲଗେଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦଉଡ଼ ମାରିବା, ଦଉଡ଼ ଦେବୀଅନ୍ୟରୂପ
ଅନୁବାଦ ସମ୍ପାଦନା
ଦଉଡ଼ ଲଗେଇବା
|
ଦେଶଜ - କ୍ରିୟାପଦ - ସମ୍ପାଦନା
- ୧. କ୍ରମାଗତ ଧାଇଁବା — ୧. To continue to run.
- ୨. କୈଣସି ସ୍ଥାନକୁ ଘନଘନ ଯାତାୟାତ କରିବା — ୨. To visit a place very often.
- ୩. ଦଉଡ଼ିବା; ଧାଇଁବା —୩. To run.