ଦଉଡ଼ ଧାପଡ଼ କରିବା
ଦଉଡ଼ ଧାପଡ଼ କରିବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦଉଡ଼ ଧାପଡ଼ କରିବା
|
ଦେଶଜ - କ୍ରିୟାପଦ - ସମ୍ପାଦନା
- ୧. ଏଆଡ଼େ ସେଆଡ଼େ ଧାଇଁବା — ୧. To run hither and thither.
- ୨. ଅନବରତ ବା ଅବିଶ୍ରାନ୍ତରୂପେ କର୍ମ କରିବା — ୨. To toil ceaselessly.
- ୩. କୌଣସି କାର୍ଯ୍ୟ ପାଇଁ ଯୋଗାଡ଼ ଓ ପରିଶ୍ରମ କରିବା — ୩. To actively engage in making prelimi. nary arrangement for any thing.