ଦଂଶକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଦନ୍ଶ ଧାତୁ+କର୍ତ୍ତୃ. ଅକ) ସମ୍ପାଦନା

ଦଂଶନକାରୀ; ଯେ କାମୁଡ଼େ —Biting; stinging.

ବିଶେଷ୍ୟ - ସମ୍ପାଦନା

୧. ଡାଂଶ —୧. Gadfly.
୨. ମଶା —୨. Gnat.
୩. ସାପ —୩. Snake.