ଥୁଥା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଥୁଉଥାଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଥୁତ୍) ସମ୍ପାଦନା

୧. ଧିକ୍କାର — ୧. Contemptuous expression.

(ଯଥା—ମୋ ଉପରେ ଏତେ ଥୁଥା କାହିଁକି?)

୨. ଅନବରତ ଛେପ ପକାଇବା — ୨. Repeated spitting.