ଥୁଆ ଯିବା
(ଥୋଇବା କ୍ରିୟାର କର୍ମବାଚ୍ୟରୂପ) ରଖା ଯାଇଥିବା —To be placed.
ଥୁଆ ହୋଇଥିଲା ଦାଣ୍ଡରେ ସିଂହଭାଗ, ବିଲୁଆ ହୋଇତୁହି କଲୁ ତ ସରାଗ କୃଷ୍ଣସିଂହ. ମହାଭାରତ. ବନ