ଥିଲା ଘର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଥିବାଘର—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଯେଉଁ ଘର ବା ପରିବାରର ଧନ ଅଛି) ସମ୍ପାଦନା

ଧନୀ ପରିବାର —Rich family; well-to-do family.

ଥିଲାଘର ପୁଅ ରଙ୍କ ଢଗ