ଥାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାଳୀ) ସମ୍ପାଦନା

୧. ଥାଳି — ୧. A metal plate or tray.
୨. ଲାଉଖୋଳନିର୍ମିତ ଭିକ୍ଷାପାତ୍ର — ୨. A beggar's bowl made of pumpking.

ବସନ କଷାୟ ଭିକ୍ଷା ଆଣି ଦିଅ ଗାଳରେ ବୋଇଲା— ଭଞ୍ଜ. ବୈଦେହୀଶବିଳାସ