ଥରଥର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଅସ୍ଥିର କିମ୍ୱା ସ୍ଥବିର=ବୃଦ୍ଧ; ବୃଦ୍ଧମାନେ କମ୍ପନ୍ତି ବୋଲି) ସମ୍ପାଦନା

୧. କମ୍ପିତ; କମ୍ପାନ୍ୱିତ — ୧. Shaking; shivering; trembling.

ସେ ଜ୍ୱର ଇନ୍ଦ୍ରଙ୍କ ଆଜ୍ଞାରେ ବୁଞ୍ଚାସୁର ଦେହରେ ରହି ହୃଦ କଲା ଥରଥର କୃଷ୍ଣସିଂହ, ମହାଭାରତ ଶାନ୍ତି

୨. ଅଥରପା; ଅସ୍ଥିର —୨. Tottering.
୩. ଛାନିଆ; ଭୟରେ ଅଧୀର — ୩. Shaking through fear.
୪. ଶୀତରେ ଥୁରୁ ଥୁରୁ ବା କମ୍ପମାନ — ୪. Shivering through cold.

ଅନୁବାଦ ସମ୍ପାଦନା

କ୍ରି.ବିଶେଷଣ - ସମ୍ପାଦନା

୧. ବିଶେଷ କମ୍ପର ସହିତ; ଠକ୍ ଠକ୍ ହୋଇ (କମ୍ପିବା) —୧. With much trembling.

(ଯଥା—ପିଲାଏ ଅବଧାନଙ୍କୁ ଦେଖି ଥରଥର କମ୍ପୁଛନ୍ତି)

[ଦ୍ରଷ୍ଟବ୍ୟ —ଥରଥରଠାରୁ ଲଘୁତର କମ୍ପକୁ 'ଥୁରୁ ଥୁ ରୁ' ବୋଲାଯାଏ]

୨. ଥରକୁଥର (ଦେଖ) - ୨. Tharakuthara (See)