ଥଣ୍ଟ ବୋହିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

ଅନ୍ୟଲୋକଠାରୁ ଧନ ପ୍ରଭୃତି ନେବା —Taking of riches from a person.

(ଯଥା—ତୁମ୍ଭର ଧନ ଦଉଲତ ଅଧିକରୁ ଅଧିକ ହେଉ, ଆଉ ଆମ ଥଣ୍ଟ ସବୁବେଳେ ବୋହୁଥାଉ)