ତେନ୍ତରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଅଖ ଉପରେ ଶଗଡ଼ ଦଣ୍ଡା ରଖାଯିବା ପାଇଁ ଦଣ୍ଡା ତଳେ ଲଗାଯାଇଥିବା କାଷ୍ଠଖଣ୍ଡ଼ ଦ୍ୱୟ —୧. Two pieces of grooved wood set over the axle of a bullock cart to support the shafts or beams.
୨. (ସଂସ୍କୃତ - ନାମ—ଭଣ୍ଡାର; କପୀତନ)- ବଡ଼ ଓ ଡେଙ୍ଗା ବନ୍ୟ ବୃକ୍ଷବିଶେଷ — ୨. Albizzia Procera (Tree) (Haines).

[ଦ୍ରଷ୍ଟବ୍ୟ —ଏହାର ବଳକା ଈଷତ୍ ହରିତ୍ ଓ ଧଳା ସନ୍ତସନ୍ତିଆ ମାଟିରେ ଏ ଗଛ ବଢ଼େ ଗୋଲେଇ ୭୮: ଫୁଟ ପର୍ଯ୍ୟନ୍ତ ହୁଏ ଏହାର କାଠ ସୁନ୍ଦର ଓ ଶକ୍ତ ଏହା ଶଗଡ଼ରେ ଲାଗେ]

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ)ବିଶେଷଣ - ସମ୍ପାଦନା

ତରତରିଆ — Hasty.