ତେତମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତେତାମ୍ୱା; ଆ ତିତିମ୍ମ=ଅବଶିଷ୍ଟ ଅଂଶ) ସମ୍ପାଦନା

୧. ଅଡ଼ୁଆ; ଗୋଳମାଳ — ୧. Confusion; complication.
୨. କଳହ; ବିବାଦ —୨. Quarrel; dispute.

(ଯଥା—ମହାଜନ ଖାତକ ସଙ୍ଗେ ତେତମା ଲଗାଇ ସୁଧ ବାବଦରେ ଅନେକ ଟଙ୍କା ନେଇଗଲା)

୩. ଅବଶିଷ୍ଟ ରହି ଯାଇଥିବା ଅଂଶ — ୩. Remnant; remains.
୪. ପୁସ୍ତକର ପିରଶିଷ୍ଟ — ୪. Appendix to a book; supplement.

ବିଶେଷଣ - ସମ୍ପାଦନା

୧. ଅବଶିଷ୍ଟ; ବଳିଥିବା —୧. Remaining.
୨. ବାଜେ; ମୁତଫର୍କା —୨. Miseellaneous.
୩. ବୃଥା —୩. Vain; frutless; useless.
୪. ସଂକ୍ଷିପ୍ତ; ଚୁମ୍ୱକ —୪. Concise.

(ଯଥା—ଜମିଦାରି ଅସୁଲସଂକ୍ରାନ୍ତ ତେତମା କାଗଜ ଶ୍ରୀଘ୍ରଁ ଦାଖଲ ନ କଲେ ତହସିଲଦାରକୁ ବରଖାସ୍ତ କରାଯିବା)