ତୁ
ତୁ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ଅ ସମ୍ପାଦନା
ପାଦପୂରଣାର୍ଥ — A Conjunction used in concluding a sentence.
[ଦ୍ରଷ୍ଟବ୍ୟ —ଏହା ସଂସ୍କୃତରେ ବ୍ୟବହୃତ ହୁଏ; ଓଡ଼ିଆରେ ବ୍ୟବହୃତ ହୁଏ ନାହିଁ]
(ତୁଉ—ଅନ୍ୟରୁପ)
ଅନୁବାଦ ସମ୍ପାଦନା
ଦେଶଜ - ଅ. ସମ୍ପାଦନା
କୁକୁରକୁ ପାଖକୁ ଡ଼ାକିବାର ଶବ୍ଦ — A shout to call a dog to one's side.
ଦେଶଜ - ସର୍ବ. (ସଂସ୍କୃତ - ତ୍ୱଂ;ପ୍ରା. ତୁଂ) ସମ୍ପାଦନା
(ଅମାନ୍ୟର୍ତା ୨ୟ ପୁରୁଷ ୧ବଚନ) 'ତୁମ୍ଭେ'ର ଅମାନ୍ୟାର୍ଥକ ରୂପ — Thou (contemptuously used).
[ଦ୍ରଷ୍ଟବ୍ୟ —ସ୍ନେହ ଓ ବାତ୍ସାଲ୍ୟାଥରେ ମଧ୍ୟ'ତୁ' ବୋଲି ବ୍ୟବହୃତ ହୁଏ ଅତି ଭକ୍ତିରେ ଈଶ୍ୱରଙ୍କୁ ମଧ୍ୟ 'ତୁ' ବୋଲି ସମ୍ୱୋଧନ କରାଯାଏ; ଯଥା— ତୁ ନାଥ ପରମ ଦୟାଳୁ,ଦୁଷ୍ଟ ନିବାରି ସନ୍ଥ ପାଳୁ]
ତୁ (ଧାତୁ) —
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ସମ୍ପାଦନା
- ୧. ହିଂସା କରିବା; ବଧ କରିବା — ୧. To envy; to kill.
- ୨. ବୃଦ୍ଧିପାଇବା —୨. To increase.