ତାର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

୧. ଶଗଡ଼ ଚକର ଚାରି ଆଡ଼େ ବୁଲିଥିବା ଲୌହ ବଳୟ; ହାଲ — ୧. Iron rim of a cart-wheel.

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟାର୍; ପର୍ଟୁଗୀଜ୍—ଆଲକାତରା; ତୁଳ ସଂସ୍କୃତ - ଆରାଳ=ସାଳନିର୍ଯ୍ୟାସ) ସମ୍ପାଦନା

୨. ରାଳ; ଆଲକାତରା —୨. Tar; coal-tar.