ତାନ୍ତରା
ତାନ୍ତରା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
ତେନ୍ତେରା; ଶଗଡ଼ ଅଖ ଉପରେ ବସିବା ନିମନ୍ତେ ତଳପାଖେ ଘରା କଟାଯାଇଥିବା ଯେଉଁ ଲମ୍ୱା କାଠ ଦୁଇ ଖଣ୍ଡ ଉପରେ ଶଗଡ଼ର ଦଣ୍ଡା ସଂଲଗ୍ନ ହୁଏ — Long pieces of wood (with grooves to fit to the axle) which are set under the poles of a cart before they are fitted on the axle.