ତରଳାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ତରଳ; ତରଳିବା କ୍ରିୟାର ଣିଜନ୍ତ— ରୂପ) ସମ୍ପାଦନା

୧. ଦ୍ରବ କରିବା — ୧. To melt; to liquify; to cause a solid matter to melt.
୨. କୋମଳ କରାଇବା —୨. To mollify; to soften.
୩. ହୃଦୟରେ ଦୟା ଜାତ କରାଇବା —୩. To elicit sympathy or pity from one's heart.
୪. ହୃଦୟକୁ ଅସ୍ଥିର ବା ଚଞ୍ଚଳ କରାଇବା — ୪. To cause mental unrest; to afflict.

ତେରଛାଇ ଚାହିଁ ଦେବାରୁ ତରଳାଇ ଦେଉଛି—କଳାକଳେବର

୫. ଭାଙ୍ଗିବା; ନାଶ କରିବା; ଲଘୁ କରିବା — ୫. To break; to ruin; to lessen.

ଚିରସ୍କାରପୂର୍ବ ଭାଷା ତରଳାଇ ସୁଖ ଆଶା— କବିସୂର୍ଯ୍ୟ, କିଶୋରୀଚମ୍ପୂ ତ. ଗୀତ

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକାଇବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]