ତଡ଼ପ ଲାଗି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଳ୍ପ+ଲଗ୍ନ) ସମ୍ପାଦନା

ଦେବତା ଓ ରାଜାଙ୍କ ବସ୍ତ୍ର ପରିଧାନ ବିଧି —The ceremony of Rājās and Deities putting on cloth.

ଦେଶଜ - ବିଶେଷଣ - ସମ୍ପାଦନା

ତଡ଼ପ ବା ବସ୍ତ୍ର ପିନ୍ଧିଥିବା — Wearing cloth.