ତଜ୍ବିଜ୍
ତଜ୍ବିଜ୍
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ବୈଦେଶିକ - ବିଶେଷ୍ୟ - (ଆ) ସମ୍ପାଦନା
- ୧. ନିର୍ଣ୍ଣୟ; ଫଏସଲ — ୧. Decision.
- ୨. ରାୟ; ବିଚାର — ୨. Judgment; trial.
- ୩. ବିବେଚନା —୩. Consideration.
- ୪. ବନ୍ଦୋବସ୍ତ — ୪. Settlement; arrangement.
- ୫. ଗବେଷଣା; ଆଲୋଚନା — ୫. Investigation; enquiry.
- ୬. ପରୀକ୍ଷା —୬. Examination; test.