ତଉଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ତୌଲ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁଳ ଧାତୁ) ସମ୍ପାଦନା

୧. ତୌଲ; ତୌଲା; ତୁଳିବା କର୍ମ; ଓଜନ କରିବା କର୍ମ — ୧. Weighing; weighment.
୨. ଓଜନ —୨. Weight.
୩. ତରାଜୁ; ତୁଳାଯନ୍ତ୍ର — ୩. Weighing instrument; scale.