ତଇଳପିଆ
ତଇଳପିଆ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ତଇଳପିଆ
|
ଦେଶଜ - ବିଶେଷଣ - (ସଂସ୍କୃତ - ତୈଳପାୟୀ) ସମ୍ପାଦନା
- ୧. ଯାହା ବହୁକାଳ ତେଲ ଲଗାଯାଇ ଦୃଢ଼ ବା ମସୃଣ କରାଯାଇଥାଏ— (ଯଥା)—ତଇଳପିଆ କାଣ୍ଡ; ତଇଳପିଆ ଯଷ୍ଟି) — ୧. (a stick) Saturated and made smooth with oil.
- ୨. ଯହିଁରେ ବହୁକାଳ ତେଲ ରଖାଯାଇ ସଡ଼ କରାଯାଏ ଥାଏ (ଯଥା—ତଇଳପିଆ ଘଡ଼ି ବା ମାଠିଆ) — ୨. (a pot) Soaked thoroughly with oil.
ବିଶେଷ୍ୟ - ସମ୍ପାଦନା
ଅସରପା ପୋକ —Cockroach; Blatta.