ଢିପ
ଢିପ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
(ଢପଣା—ଅନ୍ୟରୂପ)
ଦେଶଜ - ବି (ସଂସ୍କୃତ - ସ୍ତୁପ ବା ଦ୍ୱୀପ) ସମ୍ପାଦନା
- ୧. ଦ୍ୱୀପାକାର ବା ଉଚ୍ଚ ଭୂମି; କୁଦ —୧. High land; high ground.
- ୨. ମାଟିର ସ୍ତୁପ —୨. Mound of earth; a raised land; hillock.
ଦେଶଜ - ବିଶେଷଣ - ସମ୍ପାଦନା
ଉଚ୍ଚ; ଢିପ —Heigh; raised.
ଚତୁରସ୍ରେ ଦ୍ୱିପ ଯେ ଖାଲ କୋଣଯାଏ କୃଷ୍ଣସିଂହ. ମହାଭାରତ. ବନ