ଢିଢା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - (ଧ୍ୱନ୍ୟଲୁକରଣ)ଅ ସମ୍ପାଦନା

୧. ବନ୍ଧୁକ ତୋପ ଆଦି ଫୁଟିବା ଢୁଢା ଶବ୍ଦ — ୧. Booming sound of cannon.
୨. ଏକ କଠିନ ପଦାର୍ଥରେ ଅନ୍ୟ ଏକ କଠିନ ପଦାର୍ଥର ସବଳରେ ବାଜିବା ଶବ୍ଦ — ୨. The clashing sound of two hard things.
୩. ମୁଣ୍ଡ କଠିନ ଭୂମିରେ ବାଡ଼େଇବାର ଶବ୍ଦ — ୩. The sound of striking one's head on the hard ground

(ଯଥା—ଢୁଢା ଶବ୍ଦ ଅପେକ୍ଷା ଢି ଢା କ୍ଷୀଣ ଶବ୍ଦ ).