ଢିକା ଘେନିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଢିକାଉଠିବା, ଢିକାମାରିବା'

ଦେଶଜ - ବିଶେଷ୍ୟ - ସମ୍ପାଦନା

ଅଣ୍ଟା ପିଠି ଘୋଳି ହେବା — Throbbing pain in the limbs.

ଥୋଇବାରେ ତାହା କର ମୋ ବଥାଇଲା ଅଣ୍ଟାଠାରୁ ଢିକା ଯେ ପିଠିକି ଘେନିଲା କୃଷ୍ଣସିଂହ. ମହାଭାରତ ସଭା