ଢିକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଧୁକ୍ଷ ଧିକ୍ଷ ଧାତୁ=କ୍ଳେଶନ) ସମ୍ପାଦନା

କ୍ଷଣକେ ବନ୍ଦ ହୋଇ ପରକ୍ଷଣରେ ତୀବ୍ରଭାବରେ ବେଦନା — Throbbing pain.

(ଯଥା—ମୋ ଅଣ୍ଟାରୁ ଢିକା ଉଠୁଛି)