ଢାଞ୍ଚା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥା) ସମ୍ପାଦନା

୧. ନମୁନା — ୧. Pattern.
୨. ଢଙ୍ଗ; କ୍ରମ; ରୀତି; ଧରଣ — ୨. Manner; mode; style.


୩. ଢପ; ଆଚରଣ; ଚାଲିଚଳନ — ୩. Mien; behaviour; fashion.
୪. ଆକୃତି —୪. Appearance; shape.
୫. ଥାଟ; କୌଣସି ବସ୍ତୁର ଗଢ଼ା ହେବା ପୂର୍ବରୁ ନିର୍ମିତ ସ୍ଥୂଳରୂପ — ୫. Frame-work.
୬. ଗଢ଼ଣ —୬. Build; make.