ଢକା ବାଜିବା
ଢକା ବାଜିବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ଢ଼କା ବାଜିବା—ଅନ୍ୟରୂପ)
ଅନୁବାଦ ସମ୍ପାଦନା
ଢକା ବାଜିବା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଢକ୍କା ଓ ବାଦନ) ସମ୍ପାଦନା
- ୧. ଢୋଲ ଶବ୍ଦାୟମାନ ହେବା — ୧. Sounding of a drum.
- ୨. (କୌଣସି ବିଷୟ) ସାଧାରଣରେ ପ୍ରଚାରିତ ହେବା — ୨. Wide publication of a matter (as if by beat of drum).
ଢକା ବାଜୁଥାଇ ବ୍ରଜେ କବିସୂର୍ଯ୍ୟ, କିଶୋରଚମ୍ପୂ ତ ଗୀତ