ଡେଣୁଆଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଡେଣା ବା ବାହୁର ବଳଦ୍ୱାରା ଦୂରକୁ ନିକ୍ଷେପ କରା ଯାଏ ବୋଲି) ସମ୍ପାଦନା

୧. ଢେଲା; ଟେକା; ଟେଳା; ବୋଲୁଅ —୧. Clods of earth or stone; brickbats; brickbats for tying to the ends of the strings while weaving a mat.