ଡାକ ପାଣି
ଡାକ ପାଣି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଡାକ ପାଣି
|
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ଯେଉଁ ଅଭିମନ୍ତ୍ରିତ ଜଳର ଶକ୍ତିଦ୍ୱାରା ବିଦେଶ— ପ୍ରସ୍ଥିତ ବ୍ୟକ୍ତି ଉଦ୍ୱିଗ୍ନ ହୋଇ ଘରକୁ ଫେରିଆସେ — ୧. Enchanted water reputed to have the potency of attracting wanderers back to their homes.
- ୨. ଗର୍ଭଣା ସଂକ୍ରାନ୍ତି ଦିନ ବିଲରୁ ଯେଉଁ ପାଣି ନେଇ ମୁଣ୍ଡରେ ଛିଞ୍ଚିବାକୁ ହୁଏ(ଏହା କଲେ ରୋଗ ଆଦି ହୁଏ ନାହିଁ) —୨. Water brought from paddy fields on Garbhaṇā Saṁkrānti and sprinkled over the head.