ଡଗର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଦୂତ — ୧. Messanger

ଚୌଦିଗେ ମୃତ୍ୟୁ ଡଗର ବୁଲୁଅଛନ୍ତି ନିରନ୍ତର ମଧୁସୂଦନ. ସଂଗୀତମାଳା
ମୋ ବାପ ରାଜ୍ୟକୁ ବଳା ରାଜନରେ ଦେଲି ଡଗର ପଠାଇ । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର

ଅନୁବାଦ ସମ୍ପାଦନା

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - (ତୁଳ. ହିନ୍ଦୀ - ଡଗର=ରାସ୍ତା) ସମ୍ପାଦନା

୧. ପଦଚିହ୍ନ —୧. Footstep.
୨. ରାସ୍ତା; ମାର୍ଚ —୨. Road; way; path.
୩. ପଦାତି; ପିଆଦା —୩. Peon.
୪. ଗୁପ୍ତଚର —୪. Spy.
୫. ନିବିଡ଼ ଅବଶ୍ୟ ମଧ୍ୟରେ ଥିବା ମନୁଷ୍ୟ ଚଲା ବାଟ — ୫. A foot-path running through a dense forest.
୬. ଚାଲିଯିବା ପରେ ପଡ଼ିଥିବା ମନୁଷ୍ୟ ବା ପଶୁର ପାଦଚିହ୍ନ — ୬. Foot-print; foot-track.

ଖରଗତି ଉଦନ୍ତରେ ପଳାଇ ଗୁପତେ ସେ ପଳାଶ କୁଞ୍ଚେ କୁଞ୍ଚେ ମହିଷ ଡଗରେ ରାଧାନାଥ.ଉଷା

୭. ଯେଉଁ ବ୍ୟକ୍ତି ରାଜାଜ୍ଞାକୁ ସାଧାରଣରେ ପ୍ରଚାର କରେ — ୭. Proclaimer of royal order; herald.

ନେତ୍ର ଉଗରକୁ ଆଗ ସେ ବୁଲାଇଲେ କୃଷ୍ଣସିଂହ. ମହାଭାରତ ବନ.

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ - ସମ୍ପାଦନା

୧. ଖୋଜିବା; ଅନ୍ୱେଷଣ — ୧. The act of searching.
୨. ଏକପ୍ରକାର ଧାନ — ୨. A species of paddy.