ଠିକଣା କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

୧. ଅନୂସନ୍ଧାନଦ୍ୱାରା କୌଣସି ବିଷୟର ସିନିଶ୍ଚିତ ସଂବାଦ ସଂଗ୍ରହ କରିବା — ୧. To gather exact information.
୨. ଠାବ କରିବା — ୨. To trace an affair; to seek.
୩. ସୁଧାରିବା —୩. To set right.
୪. ଯୋଗାଡ଼ କରିବା; ଆୟୋଜନ କରିବା — ୪. To arrange.
୫. ସ୍ଥିର କରିବା — ୫. To fit; to ascertain; to sattle.
୬. ଖୋଜି ବାହାର କରିବା —୬. To find out; to seek out.