ଠିଆ ଠିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. କିଛିକାଳ ପର୍ଯ୍ୟନ୍ତ ଦଣ୍ଡାୟମାନ — ୧. Standing for some time.

(ଯଥା—ମୁଁ ସେଠାରେ ଠିଆ ଠିଆ ହୋଇ ଘଡ଼ିକ ପରେ ତାଙ୍କୁ ନ ଦେଖି ଫେରି ଅଇଲି)

୨. ଠିଆ ହୋଇ ଅପେକ୍ଷା କରୁଥିବା — ୨. Waiting in a standing posture.

ଅନୁବାଦ ସମ୍ପାଦନା

ଠିଆରେ ଠିଆରେ,ଠିଆ ଠିଆରେଅନ୍ୟରୂପ

କ୍ରି.ବିଶେଷଣ - ସମ୍ପାଦନା

୧. ଠିଆ ହୋଇ ହୋଇ ଅର୍ଥାତ୍ ନ ବସି — ୧. In a standing posture.

(ଯଥା—ମୋର କାଲି ରାତିଯାକ ଠିଆ ଠିଆ ପାହିଗଲା)

୨. ଗୋଡ଼େ ଗୋଡ଼େ; ଖଡ଼େଦମ୍; ଚଞ୍ଚଳ ଅର୍ଥାତ୍ ବିଳମ୍ୱ ନ କରି; କୌଣସି ସ୍ଥାନରେ ନ ବସି ବା ବିଶ୍ରାମ ନ କରି; ଅତି ଶିଘ୍ର — ୨. Without delay i.e. without taking any rest or without sitting for an instant

(ଯଥା—ତୁ ଡ଼ାକଘରୁ ପାର୍ଶେଲଟି ଠିଆ ଠିଆ ଘେନି ଆସିବୁ)