ଠିଆଠାଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଠିଆହୋବାର ଭଙ୍ଗି ବା ଛଟା — Pose; standing posture; stature.

ବିଶେଷଣ - ସମ୍ପାଦନା

ସୁଗଠିତ; ମନହୋର ଆକାର ବିଶିଷ୍ଟ — Of graceful stature or build.