ଟାକର ଖାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ଲକ୍ଷଣାର୍ଥ) ପରଦ୍ୱାରା ଅପମାନିତ ହେବା — ୧. (figurative) To be insulted by another.
୨. ଉପହସିତ ହେବା —୨. To be jeered at.

ଏ ଷଡ଼ରସେ ଯେ ପୁଅ ଖାଏ, ଭୋକେ ମରି ଟାକର ଖାଏ ଢଗ