ଟାଉନ୍ ଲାଇବ୍ରେରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ) ସମ୍ପାଦନା

କୌଣସି ସହରର ଲୋକ ମାନଙ୍କର ବ୍ୟବହାର୍ଯ୍ୟ ସାଧାରଣ ପୁସ୍ତକାଗାର — Town-library.

[ଦ୍ରଷ୍ଟବ୍ୟ —ଟାଉନ୍ ଲାଇବ୍ରେରୀ ସଂଲଗ୍ନ ଯେଉଁ ବଡ଼ ଲମ୍ୱ କାମରାରେ ସାଧାରଣ ସଭାମାନ ବସେ, ତାକୁ ଟାଉନ୍ ଲାଇବ୍ରେରୀ ହଲ ବୋଲାଯାଏ]