ଟର୍ ଟର୍
ଟର୍ ଟର୍
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ପ୍ରାଦେଶିକ - (ସମ୍ୱଲପୁର) କ୍ରି.ବିଶେଷଣ - ସମ୍ପାଦନା
- ୧. ବକ୍କା ହେଇ ଚାହିଁ ରହିବା ପ୍ରକାରେ; ବକବକ — ୧. Staringly; looking on foolishly.
- ୨. ସମ୍ପୂର୍ଣ୍ଣରୂପେ —୨. Fully; deeply (black).
(ଯଥା— କଲିୟା ଟର୍ ଟର୍=ତ୍ରିପଣ୍ଡକଳା; ଘୋରକୃଷ୍ଣ)
ଦିଶୁ ଥାଇସି କଲିଆ ଟର୍ ଟର୍ ପିହ୍ନି ଥାଇସି ହଲଦିଆ ଗର୍ ଗର୍ ସମ୍ୱଲପୁରୀ. ଗୀତ