ଟରକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଟଳ ଧାତୁ; ସଂସ୍କୃତ - ସତର୍କ) ସମ୍ପାଦନା

ତରକିବା; ଆସନ୍ନ ବିପଦ ବିଷୟରେ ପୂର୍ବରୁ ସତର୍କ— ହେଇ କୌଣସି ସ୍ଥାନରୁ ଖସି ପଳାଇବା — To steal or flee away from a place after scenting danger betimes.